ଅର୍ଥ : ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିରହିବା ଯୋଗୁଁ କୌଣସି ଖାଦ୍ୟପଦାର୍ଥ ଦୁର୍ଗନ୍ଧଯୁକ୍ତ ଓ ଖଟାଳିଆ ହେବା
ଉଦାହରଣ :
ଏହି ଖାଦ୍ୟ ପଚିଗଲାଣି
ଅନ୍ୟ ଭାଷାରେ ଅନୁବାଦ :
अधिक समय तक पड़ा रहने के कारण किसी खाद्य पदार्थ का दुर्गंधयुक्त और कसैला होना।
यह भोजन भकसा गया है।ଅର୍ଥ : ଫଳଗୁଡ଼ିକ ଆଦିର ଶଢ଼ିବା ପ୍ରକ୍ରିୟା ବା ମିଳେଇ ଯିବା ଆରମ୍ଭ ହେବା
ଉଦାହରଣ :
ପେଟିରେ ରଖାଯାଇଥିବା ଫଳ ଦବି ଗଲାଣି
ଅନ୍ୟ ଭାଷାରେ ଅନୁବାଦ :