ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଚିଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଚିଶା   ବିଶେଷ୍ୟ

ଅର୍ଥ : ବ୍ୟକ୍ତିର ଆୟୁର ଆରମ୍ଭରୁ ପଚିଶ ବର୍ଷର ସମୟାବଧି

ଉଦାହରଣ : ମହେଶ ପଚିଶା ପାର କରିଗଲାଣି


ଅନ୍ୟ ଭାଷାରେ ଅନୁବାଦ :

व्यक्ति की आयु के आरंभिक पच्चीस वर्षों की समयावधि।

महेश पचीसी पार कर गया है।
पचीसी

ଅର୍ଥ : ସାତଟି କଉଡ଼ିରେ ଖେଳା ଯାଉଥିବା ଗୋଟିଏ ପ୍ରକାରର ଖେଳ

ଉଦାହରଣ : ଏହି ଲୋକ ପଚିଶା ଖେଳୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

सात कौड़ियों से खेला जानेवाला एक प्रकार का चौसर का खेल।

वे लोग पचीसी खेल रहे हैं।
पचीसी

An ancient board game resembling backgammon. Played on a cross-shaped board.

pachisi, parchesi, parchisi

ଅର୍ଥ : ଗୋଟିଏ ପ୍ରକାରର ପଚିଶଟି ବସ୍ତୁର ସମାହାର

ଉଦାହରଣ : ବେତାଳ ପଚିଶାରେ ପଚିଶଟି କାହାଣୀ ଥାଏ


ଅନ୍ୟ ଭାଷାରେ ଅନୁବାଦ :

एक ही तरह की पच्चीस वस्तुओं का समूह।

बैताल पचीसी में पचीस कहानियाँ हैं।
पचीसी