ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦାର୍ପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦାର୍ପଣ   ବିଶେଷ୍ୟ

ଅର୍ଥ : କୌଣସି ଜାଗାରେ ପାଦ ରଖିବା ବା କୌଣସି ଜାଗାକୁ ଯିବା କାମ(ବଡ଼ମାନଙ୍କ ନିମନ୍ତେ ଆଦର ବା ସମ୍ମାନ ସୂଚକ)

ଉଦାହରଣ : ଆଜି ଆମ ଗାଁରେ ଜଣେ ବଡ଼ ସାଧୁଙ୍କ ପଦାର୍ପଣ ହେବ


ଅନ୍ୟ ଭାଷାରେ ଅନୁବାଦ :

कहीं पैर रखने या जाने की क्रिया (बड़ों के लिए आदरसूचक)।

आज हमारे गाँव में एक बड़े महात्माजी का पदार्पण होगा।
पदार्पण

The act of arriving at a certain place.

They awaited her arrival.
arrival