ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାକୁଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାକୁଳି   ବିଶେଷ୍ୟ

ଅର୍ଥ : ଶିଙ୍ଗଥିବା ଚତୁଷ୍ପଦୀମାନଙ୍କର ଏହିପରି କାର୍ଯ୍ୟ ଯେ ଗିଳିଥିବା ଖାଦ୍ୟକୁ ଗଳାରୁ ଅଳ୍ପଅଳ୍ପ ବାହାର କରି ପୁଣି ଚୋବାନ୍ତି

ଉଦାହରଣ : ଗାଈ ଛାଇରେ ଶୋଇ ପାକୁଳି କରୁଛି


ଅନ୍ୟ ଭାଷାରେ ଅନୁବାଦ :

सींगवाले चौपायों की वह चर्या जिसमें वे निगले हुए चारे को गले से थोड़ा-थोड़ा निकालकर फिर से चबाते हैं।

जुगाली से चारा सुपाच्च बनता है।
जुगार, जुगाली, पागुर

Regurgitation of small amounts of food. Seen in some infants after feeding.

rumination