ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୂଜ୍ୟ ବ୍ୟକ୍ତିଙ୍କ ପଦ ଧୌତକରଣ
ଉଦାହରଣ : ଶିଷ୍ୟ ଗୁରୁଙ୍କ ପାଦକୁ ଧୋଇ ପାଦୋଦକ ପାନ କଲା
ସମକକ୍ଷ : ଚରଣାମୃତ
ଅନ୍ୟ ଭାଷାରେ ଅନୁବାଦ :हिन्दी
पूज्य व्यक्ति के चरणों की धोवन।
ସଂସ୍ଥାପନ କରନ୍ତୁ