ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାନେରାର ପତ୍ନୀ
ଉଦାହରଣ : ପାନେରାଣୀ ପାନେରାର କାମରେ ସାହାଯ୍ୟ କରୁଛି
ସମକକ୍ଷ : ତାମ୍ବୋଳିଆଣୀ, ପାନରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
तमोली की पत्नी।
A married woman. A man's partner in marriage.
ଅର୍ଥ : ପାନ ବିକୁଥିବା ମହିଳା
ଉଦାହରଣ : ଦୋକାନରେ ବସି ପାନେରାଣୀ ଶୀଘ୍ର-ଶୀଘ୍ର ପାନ ଲଗାଉଛି
ସମକକ୍ଷ : ପାନରାଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
पान बेचने वाली महिला।
ସଂସ୍ଥାପନ କରନ୍ତୁ