ଅର୍ଥ : ବିଶେଷକରି କୌଣସି ସ୍ଥାନରେ ବାହାନକୁ ଅସ୍ଥାୟୀ ରୂପେ ଠିଆ କରିବା ବା ରଖିବାର କାମ
ଉଦାହରଣ :
ସେ ଗାଡ଼ିକୁ ପାର୍କ କରି ସେଥିରେ ବସିଛି
ସମକକ୍ଷ : ପାର୍କିଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
किसी वाहन को किसी क्षेत्र में, विशेषकर, वह क्षेत्र जहाँ वाहनों को अस्थाई रूप से खड़ा किया जाता हो, में खड़ा करने की क्रिया।
उसे अभी ठीक से पार्किंग नहीं आती।The act of maneuvering a vehicle into a location where it can be left temporarily.
parkingଅର୍ଥ : ଯେଉଁ ଭୂମିଟି ତାର ପ୍ରାକୃତିକ ରୂପରେ ସାର୍ବଜନିକ ସମ୍ପତ୍ତି ଭାବେ ସୁରକ୍ଷିତ ରଖାଯାଇଛି
ଉଦାହରଣ :
ଏହି ରାଷ୍ଟ୍ରୀୟ ଉଦ୍ୟାନରେ ଅସାଧାରଣ ଜଙ୍ଗଲୀ ଜନ୍ତୁ ଦେଖାଯାଇ ପାରନ୍ତି
ସମକକ୍ଷ : ଉଦ୍ୟାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସ୍କଟଲ୍ୟାଣ୍ଡବାସୀ ଆଫ୍ରିକା ଆବିଷ୍କାର କରିଥିଲେ
ଉଦାହରଣ :
ମୁଂଗୋ ପାର୍କ ସତରଶହ ଏକସ୍ତରି ମସିହାରେ ଜନ୍ମ ହୋଇଥିଲେ
ସମକକ୍ଷ : ମୁଂଗୋ ପାର୍କ
ଅନ୍ୟ ଭାଷାରେ ଅନୁବାଦ :
* एक स्काटलैंडवासी जिन्होंने अफ्रीकी महाद्वीप की खोज की थी।
पार्क का जन्म सत्तरह सौ इकहत्तर में हुआ था।