ଅର୍ଥ : କୁନ୍ତୀଙ୍କ ମଧ୍ୟମ ପୁତ୍ର
ଉଦାହରଣ :
ଅର୍ଜୁନ ବହୁତ ବଡ଼ ଧନୁର୍ଧର ଥିଲେ
ସମକକ୍ଷ : ଅନଘ, ଅର୍ଜୁନ, ଐନ୍ଦ୍ର ବାସବୀ, କିରୀଟମାଳୀ, କୌନ୍ତେୟ, ଧନଞ୍ଜୟ, ନର, ଭାରତ, ଶକ୍ର ନନ୍ଦନ, ଶ୍ୱେତବାହାନ, ସବ୍ୟସାଚୀ, ସୁନର
ଅନ୍ୟ ଭାଷାରେ ଅନୁବାଦ :
पाण्डु का मँझला पुत्र। महाभारत का एक पात्र एवं सबसे महान धनुर्द्धर योद्धाओं में से एक।
कुन्ती पुत्र अर्जुन बहुत बड़े धनुर्धर थे।(Hindu mythology) the warrior prince in the Bhagavad-Gita to whom Krishna explains the nature of being and of God and how humans can come to know God.
arjunaଅର୍ଥ : ମଧ୍ୟ ଏସିଆର ଗୋଟିଏ ସାମରିକ ଜାତି
ଉଦାହରଣ :
ପାର୍ଥଜାତିର ବୀରମାନେ କେତେକ ଦେଶରେ ରାଜ୍ୟ ସ୍ଥାପନ କରିଥିଲେ
ସମକକ୍ଷ : ପାର୍ଥଜାତି
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiଅର୍ଥ : ମଧ୍ୟ ଏସିଆର ଗୋଟିଏ ରାଜ୍ୟ
ଉଦାହରଣ :
ପାର୍ଥ ରାଜ୍ୟର ଶାସକମାନେ ମଧ୍ୟ ଭାରତ ଉପରେ ଆକ୍ରମଣ କରିଥିଲେ
ସମକକ୍ଷ : ପାର୍ଥ ରାଜ୍ୟ
ଅନ୍ୟ ଭାଷାରେ ଅନୁବାଦ :