ଅର୍ଥ : ଗୋଲ ଗଣ୍ଠି ଆକାରର ଏକ କନ୍ଦ ଯାହାର ଗନ୍ଧ ଉଗ୍ର
ଉଦାହରଣ :
ପିଆଜ ଶରୀରକୁ ଥଣ୍ଡା ରଖେ
ସମକକ୍ଷ : ତୀକ୍ଷ୍ଣକନ୍ଦ, ପଲାଣ୍ଡୁ
ଅନ୍ୟ ଭାଷାରେ ଅନୁବାଦ :
गोल गांठ के आकार का एक कंद जिसकी गंध उग्र होती है।
प्याज शरीर को ठंडा रखता है।ଅର୍ଥ : ଯେଉଁ ଉଦ୍ଭିଦର କନ୍ଦ ଓ ତାର ସବୁଜ ପତ୍ର ପରିବା ପରି ଖିଆଯାଏ
ଉଦାହରଣ :
ତାଙ୍କ କ୍ଷେତରେ ଅନେକ ପିଆଜ ଲାଗିଛି
ଅନ୍ୟ ଭାଷାରେ ଅନୁବାଦ :
Bulbous plant having hollow leaves cultivated worldwide for its rounded edible bulb.
allium cepa, onion, onion plant