ଅର୍ଥ : ଦକ୍ଷିଣର ଦିଗ୍ଗଜଙ୍କ ପତ୍ନୀ
ଉଦାହରଣ :
ପିଙ୍ଗଳାଙ୍କ ଉଲ୍ଲେଖ ପ୍ରାଚୀନ କଥାରେ ମିଳେ
ସମକକ୍ଷ : ପିଂଗଳା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ହଠଯୋଗ ଏବଂ ତନ୍ତ୍ର ଅନୁସାରେ ଶରୀରର ତିନୋଟି ପ୍ରଧାନ ନାଡ଼ିମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
ପିଙ୍ଗଳା ଆମ ଶରୀରସ୍ଥ ମେରୁଦଣ୍ଡର ଡାହାଣ ପଟରେ ଥାଏ
ସମକକ୍ଷ : ପିଙ୍ଗଳା ନାଡ଼ି, ସୂର୍ଯ୍ୟ ନାଡ଼ି
ଅନ୍ୟ ଭାଷାରେ ଅନୁବାଦ :
हठयोग और तंत्र के अनुसार शरीर की तीन प्रधान नाड़ियों में से एक।
पिंगला हमारे शरीर के मेरुदंड की दाँयी ओर होती है।One of four substances thought in ancient and medieval cosmology to constitute the physical universe.
The alchemists believed that there were four elements.ଅର୍ଥ : ପୁରାଣରେ ବର୍ଣ୍ଣିତ ଜଣେ ବେଶ୍ୟା
ଉଦାହରଣ :
ପିଙ୍ଗଳାର ଉଲ୍ଲେଖ ବହୁତ କମ୍ ମିଳେ
ସମକକ୍ଷ : ପିଂଗଳା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ରାଜା ଭରଥରୀଙ୍କ ପତ୍ନୀ
ଉଦାହରଣ :
ପିଙ୍ଗଳାଙ୍କ ଉଲ୍ଲେଖ ପ୍ରାଚୀନ କଥାମାନଙ୍କରେ ମିଳେ
ସମକକ୍ଷ : ପିଂଗଳା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ହଠଯୋଗ ଏବଂ ତନ୍ତ୍ର ଅନୁସାରେ ଶରୀରର ତିନି ପ୍ରଧାନ ନାଡ଼ିମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
ପିଙ୍ଗଳା ଆମ ଶରୀରସ୍ଥ ମେରୁଦଣ୍ଡର ଡାହାଣ ପଟରେଥାଏ
ସମକକ୍ଷ : ପିଙ୍ଗଳା ନାଡ଼ି, ସୂର୍ଯ୍ୟ ନାଡ଼ି
ଅନ୍ୟ ଭାଷାରେ ଅନୁବାଦ :