ଅର୍ଥ : ଯେ ବର୍ତମାନ କିମ୍ବା କିଛି ସମୟ ପୂର୍ବରୁ ଜନ୍ମ ନେଇଛି
ଉଦାହରଣ :
ଆଜିକାଲି ଡାକ୍ତରଖାନାରେ ପିଲାଚୋରି ସାଧାରଣ କଥା ହୋଇଗଲାଣି
ସମକକ୍ଷ : କଅଁଳାଛୁଆ, ନବଜାତ ଶିଶୁ, ଶିଶୁ
ଅନ୍ୟ ଭାଷାରେ ଅନୁବାଦ :
वह जिसने अभी या कुछ समय पहले जन्म लिया हो।
आजकल अस्पताल में बच्चों की चोरी आम बात हो गयी है।ଅର୍ଥ : ଜନ୍ମରୁ ବର୍ଷେ କିମ୍ବା ଦୁଇବର୍ଷର ପିଲା
ଉଦାହରଣ :
ମାଁ ଛୁଆକୁ କ୍ଷୀର ପିଆଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୋଣସି ଜୀବଜନ୍ତୁର ସନ୍ତାନ
ଉଦାହରଣ :
ପଶୁମାନଙ୍କ ଅପେକ୍ଷା ମନୁଷ୍ୟର ଶିଶୁ ନିଜ ବାପାମାଙ୍କ ଉପରେ ବହୁଦିନ ପର୍ଯ୍ୟନ୍ତ ନିର୍ଭରଶୀଳ ରହେ କୁତ୍ତି ତା ଛୁଆକୁ ଦୁଧ ପିଆଉଛି
ଅନ୍ୟ ଭାଷାରେ ଅନୁବାଦ :
किसी भी जीव-जन्तु की संतान।
पशुओं की अपेक्षा मनुष्य का बच्चा अपने माता-पिता पर अधिक दिनों तक आश्रित रहता है।ଅର୍ଥ : କମ ବୟସର ବାଳକ ବା ବାଳିକା
ଉଦାହରଣ :
ସେ ପିଲାମାନଙ୍କପାଇଁ ବି କାହାଣୀ ଲେଖେ ଏହି ଫିଲ୍ମ ପିଲାମାନଙ୍କୁ ଭାରି ଭଲ ଲାଗୁଛି
ଅନ୍ୟ ଭାଷାରେ ଅନୁବାଦ :
कम उम्र की लड़की या लड़का।
वह बच्चों के लिए भी कहानियाँ लिखता है।