ଅର୍ଥ : ଯିଏ କୌଣସି ରୋଗରେ ପୀଡ଼ିତ
ଉଦାହରଣ :
ଅନୁନ୍ନତ କ୍ଷେତ୍ରରେ ଅଧିକାଂଶ ରୋଗୀ ଔଷଧ ଅଭାବରୁ ମରିଯାନ୍ତି
ସମକକ୍ଷ : ଅସୁସ୍ଥ, ବେମାର, ରୋଗଗ୍ରସ୍ତ, ରୋଗଣା, ରୋଗଣିଆ, ରୋଗୀ
ଅନ୍ୟ ଭାଷାରେ ଅନୁବାଦ :
Somewhat ill or prone to illness.
My poor ailing grandmother.ଅର୍ଥ : ଯାହାକୁ ଦୁଃଖ ବା କଷ୍ଟ ହୋଇଛି
ଉଦାହରଣ :
ଦୁଃଖୀ ମଣିଷ ହିଁ ଅନ୍ୟର ଦୁଃଖକୁ ଅନୁଭବ କରିପାରେ
ସମକକ୍ଷ : ଆର୍ତ୍ତ, ଦୁଃଖିତ, ଦୁଃଖୀ, ବିଷର୍ଣ୍ଣ, ବିଷାଦଗ୍ରସ୍ତ
ଅନ୍ୟ ଭାଷାରେ ଅନୁବାଦ :
जिसे दुख या कष्ट पहुँचा हो।
दुखी मनुष्य को ही दूसरों के दुख का एहसास होता है।Afflicted with or marked by anxious uneasiness or trouble or grief.
Too upset to say anything.