ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୂଜା କରିବାର କ୍ରିୟା ବା ଭାବ
ଉଦାହରଣ : ସେ ମନ୍ଦିରରେ ପୂଜିବା ପରେ ପୂଜାରୀଙ୍କୁ କିଛି ଦକ୍ଷିଣା ଦେଉଛି
ସମକକ୍ଷ : ପୂଜା
ଅନ୍ୟ ଭାଷାରେ ଅନୁବାଦ :हिन्दी English
पूजने की क्रिया या भाव।
The activity of worshipping.
ଅର୍ଥ : ପୂଜା କରାଯିବା
ଉଦାହରଣ : ଶ୍ରାବଣ ମାସରେ ଭଗବାନ ଶଙ୍କରଙ୍କୁ ବହୁତ ପୂଜା କରାଯାଏ
ସମକକ୍ଷ : ପୂଜାର୍ଚ୍ଚନା କରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
पूजा जाना।
ଅର୍ଥ : ଭକ୍ତି ଅଥବା ଶ୍ରଦ୍ଧା ସହିତ କାହାକୁ ସେବା କରିବା
ଉଦାହରଣ : ମୁଁ ମୋ ଗୁରୁଜୀଙ୍କୁ ପୂଜାକରେ
भक्ति अथवा श्रद्धा सहित किसी की सेवा करना।
Attend religious services.
ସଂସ୍ଥାପନ କରନ୍ତୁ