ଅର୍ଥ : କୌଣସି ବସ୍ତୁର ପଛ ଭାଗରେ ଥିବା ଭୂମି ବା ତଳ
ଉଦାହରଣ :
ଏହି ଚିତ୍ରର ସବୁଜ ପୃଷ୍ଠଭୂମି ବହୁତ ଆକର୍ଷକ
ସମକକ୍ଷ : ପରିପାର୍ଶ୍ୱ, ପରିପୃଷ୍ଠ, ପୃଷ୍ଠଭୂମି
ଅନ୍ୟ ଭାଷାରେ ଅନୁବାଦ :
वह भूमि या तल जो किसी वस्तु के पिछले भाग में हो।
इस चित्र की हरित पृष्ठभूमि बहुत ही मोहक है।The part of a scene (or picture) that lies behind objects in the foreground.
He posed her against a background of rolling hills.