ଅର୍ଥ : କିଛି ଜିନିଷକୁ ପଚେଇ ପ୍ରସ୍ତୁତ ହେଉଥିବା ଘୋଳ ଯାହାକୁ ଗାଈ ଜନ୍ମ କରିବା ସମୟରେ ପିଇବାକୁ ଦିଆଯାଏ
ଉଦାହରଣ :
ପାଇଟିଆଳ ଗର୍ଭିଣୀଗାଈକୁ ପୋଚ ପିଆଉଛି
ସମକକ୍ଷ :
ସଢା
ଅନ୍ୟ ଭାଷାରେ ଅନୁବାଦ :
कुछ चीजों को सड़ाकर बनाया हुआ वह घोल जो गौओं को बच्चा होने के समय पिलाते हैं।
नौकर लवाई को सड़ा पिला रहा है।
सड़ा