ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୌରୁଷହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୌରୁଷହୀନତା   ବିଶେଷ୍ୟ

ଅର୍ଥ : ନଂପୁସକ ଅବସ୍ଥା ବା ଭାବ

ଉଦାହରଣ : ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା

ସମକକ୍ଷ : କ୍ଳୀବତା, କ୍ଳୀବତ୍ୱ, ନଂପୁସକତା, ନପୁଂସକତ୍ୱ, ଶକ୍ତିହୀନତା


ଅନ୍ୟ ଭାଷାରେ ଅନୁବାଦ :

नपुंसक होने की अवस्था या भाव।

शिखंडी में नपुंसकता के गुण थे।
अपुंस्त्व, अमनुष्यता, अशक्ति, क्लीवत्व, छक्कापन, ज़नख़ापन, नपुंसकता, नपुंसत्व, नामर्दी, पौरुषहीनता, हिजड़ापन

An inability (usually of the male animal) to copulate.

impotence, impotency

ଅର୍ଥ : ଯେଉଁ ରୋଗ କାରଣରୁ ପୁରୁଷ ସ୍ତ୍ରୀ ସଂଭୋଗ ଏବଂ ସନ୍ତାନ ଉତ୍ପନ୍ନ କରିପାରେ ନାହିଁ

ଉଦାହରଣ : ମୋହନ ଲାଲ୍‌ ଦୁର୍ଘଟଣା ପରେ ନଂପୁସକତାର ଶିକାର ହୋଇଗଲେ

ସମକକ୍ଷ : ନଂପୁସକତା


ଅନ୍ୟ ଭାଷାରେ ଅନୁବାଦ :

पुरुषों का एक रोग जिसमें वे स्त्री-संभोग और संतान उत्पन्न करने के योग्य नहीं रह जाते।

मोहन लाल दुर्घटना के बाद से ही नपुंसकता के शिकार हो गए।
नपुंसकता, नपुंसत्व, पुरुसत्वहीनता, पौरुषहीनता

An inability (usually of the male animal) to copulate.

impotence, impotency