ଅର୍ଥ : ଉପାୟ ବା ଉଦ୍ୟମର ଅଭାବ
ଉଦାହରଣ :
ପ୍ରତିକାରହୀନ ସ୍ଥିତିରେ ସବୁକିଛି ଭାଗ୍ୟ ଉପରେ ଛାଡ଼ିଦେବା ହିଁ ଉଚିତ
ସମକକ୍ଷ :
ଅପ୍ରତିକାର, ଉପଶମହୀନ, ନିବାରଣହୀନ
ଅନ୍ୟ ଭାଷାରେ ଅନୁବାଦ :
उपाय या तदबीर का अभाव।
अप्रतिकार की स्थिति में सब कुछ भाग्य पर छोड़ देना ही उचित होगा।
अप्रतिकार