ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିରୂପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିରୂପ   ବିଶେଷ୍ୟ

ଅର୍ଥ : ଅନ୍ୟର ଆକାର କିମ୍ବା ପ୍ରକାରର ଅନୁସାରେ ତିଆରି ହୋଇଥିବା ବସ୍ତୁ

ଉଦାହରଣ : ଔରଙ୍ଗାବାଦଙ୍କ ସ୍ତ୍ରୀଙ୍କ କବରଗୃହ ତାଜମହଲର ପ୍ରତିରୂପ

ସମକକ୍ଷ : ଅନୁକୃତି, ନକଲ, ପ୍ରତିକୃତି


ଅନ୍ୟ ଭାଷାରେ ଅନୁବାଦ :

किसी दूसरे के आकार या प्रकार के अनुसार तैयार की हुई वस्तु।

औरंगाबाद का बीबी का मकबरा ताजमहल की अनुकृति है।
अनुकृति, नकल, नक़ल, प्रतिकृति, प्रतिरूप

ଅର୍ଥ : ଯେ ଆକାର, ପ୍ରକାର, ଗୁଣ ଆଦିରେ ଅନ୍ୟ କାହାର ସମାନ

ଉଦାହରଣ : ମୋହନ ତାର ପିତାଙ୍କର ପ୍ରତିରୂପ ଏହି ଖେଳଣାଟି ଅନ୍ୟ ଖେଳଣାର ପ୍ରତିରୂପ ଭଳି ଦିଶୁଛି

ସମକକ୍ଷ : ଅନୁରୂପ


ଅନ୍ୟ ଭାଷାରେ ଅନୁବାଦ :

जो आकार, प्रकार, गुण आदि में किसी के समान जान पड़े।

मोहन अपने पिता का प्रतिरूप है।
यह खिलौना इस दूसरे खिलौने का प्रतिरूप है।
प्रतिकृति, प्रतिरूप

Something a little different from others of the same type.

An experimental version of the night fighter.
A variant of the same word.
An emery wheel is the modern variation of a grindstone.
The boy is a younger edition of his father.
edition, variant, variation, version

ଅର୍ଥ : ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି

ଉଦାହରଣ : ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ

ସମକକ୍ଷ : ପ୍ରତୀକ, ସଂକେତ


ଅନ୍ୟ ଭାଷାରେ ଅନୁବାଦ :

वह जो किसी समष्टि के प्रतिनिधि के रूप में और उसकी सब बातों का सूचक या प्रतिनिधि हो।

हर राष्ट्र, राज्य या संस्था का अपना विशेष प्रतीक होता है।
निशान, पहचान, पहिचान, प्रतिरूप, प्रतीक

Special design or visual object representing a quality, type, group, etc..

emblem

ଅର୍ଥ : କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି)

ଉଦାହରଣ : କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ

ସମକକ୍ଷ : ଆକୃତି, ପ୍ରାରୂପ, ରୂପ, ସଂରଚନା


ଅନ୍ୟ ଭାଷାରେ ଅନୁବାଦ :

* कोई स्थानिक विशेषता (विशेषकर जैसा कि रूपरेखा में परिभाषित किया गया हो)।

किसी गीत आदि के संगीत संबंधी रूप को एक संगीतज्ञ ही अच्छी तरह समझ सकता है।
आकृति, प्रतिरूप, प्रारूप, रूप, संरचना

Any spatial attributes (especially as defined by outline).

He could barely make out their shapes.
configuration, conformation, contour, form, shape

ପ୍ରତିରୂପ   ବିଶେଷଣ

ଅର୍ଥ : ପୂରାପୂରି ଅନୁରୂପ ବା ସମାନ

ଉଦାହରଣ : ଏହି ମୂର୍ତ୍ତିଟି ଏକ ବଡ଼ ମୂର୍ତ୍ତିର ଅନୁରୂପ

ସମକକ୍ଷ : ଅନୁରୂପ, ଅବିକଳ


ଅନ୍ୟ ଭାଷାରେ ଅନୁବାଦ :

बिल्कुल अनुरूप या समान।

यह कृति एक बड़ी कृति की हूबहू नकल है।
अमल्लक, अविकल, अव्यावृत, जैसे का तैसा, ज्यों का त्यों, ज्यों-का-त्यों, हू-ब-हू, हूबहू

Marked by fidelity to an original.

A close translation.
A faithful copy of the portrait.
A faithful rendering of the observed facts.
close, faithful