ଅର୍ଥ : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
ଉଦାହରଣ :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେବମୂର୍ତ୍ତିର ସ୍ଥାପନା
ଉଦାହରଣ :
ପ୍ରତିଷ୍ଠା ସମୟରେ ମନ୍ଦିରକୁ ବହୁତ ଲୋକ ଆସିଲେ
ଅନ୍ୟ ଭାଷାରେ ଅନୁବାଦ :