ଅର୍ଥ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
ସମକକ୍ଷ : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ସ୍ଥିରତା
ଅନ୍ୟ ଭାଷାରେ ଅନୁବାଦ :
A state of no motion or movement.
The utter motionlessness of a marble statue.ଅର୍ଥ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ଉଦାହରଣ :
ତାଙ୍କର ଜୀବନ ଆନନ୍ଦରେ ବିତୁଛି
ସମକକ୍ଷ : ଆନନ୍ଦ, ଆହ୍ଲାଦ, ଖୁସି, ମଜା, ମୋଦ, ସହଜ, ସହର୍ଷ, ହର୍ଷ
ଅନ୍ୟ ଭାଷାରେ ଅନୁବାଦ :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।ଅର୍ଥ : ଯେ ଆନନ୍ଦ ଦିଏ ବା ଯାହାଠାରୁ ଆନନ୍ଦ ବା ପ୍ରସନ୍ନତା ମିଳେ ବା ଯେ ପ୍ରସନ୍ନତାର ସ୍ରୋତ ହୋଇଥାଏ
ଉଦାହରଣ :
ଆପଣଙ୍କ ସଙ୍ଗତି ହିଁ ମୋ ପ୍ରସନ୍ନତାର କାରଣ
ସମକକ୍ଷ : ଆନନ୍ଦ, ଆନନ୍ଦଦାୟକତା, ଆହ୍ଲାଦକ, ଖୁସି, ସୁଖପ୍ରଦତା, ହର୍ଷ
ଅନ୍ୟ ଭାଷାରେ ଅନୁବାଦ :
* वह जो आनन्द दे या जिससे आनन्द या प्रसन्नता मिले या जो प्रसन्नता का स्रोत हो।
आपका साथ ही मेरे लिए सुखदायक है।ଅର୍ଥ : ପ୍ରସନ୍ନ ଅବସ୍ଥା ବା ଭାବ
ଉଦାହରଣ :
ରାମର ମୁହଁରେ ପ୍ରସନ୍ନତା ଉକୁଟି ଉଠୁଥିଲା ଆପଣଙ୍କ ସହ ସାକ୍ଷାତ କରି ମୁଁ ଖୁସି ହେଲି
ସମକକ୍ଷ : ଆନନ୍ଦତା, ଖୁସି, ପ୍ରଫୁଲ୍ଲତା
ଅନ୍ୟ ଭାଷାରେ ଅନୁବାଦ :
The quality of being cheerful and dispelling gloom.
Flowers added a note of cheerfulness to the drab room.ଅର୍ଥ : ପ୍ରସନ୍ନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ତୁମ ପ୍ରସନ୍ନତାର ସମସ୍ତେ ପ୍ରଶଂସା କରନ୍ତି
ସମକକ୍ଷ : ଉତଫୁଲ୍ଲତା, ପ୍ରଫୁଲ୍ଲତା, ସହାସ୍ୟତା
ଅନ୍ୟ ଭାଷାରେ ଅନୁବାଦ :
जिंदादिल होने की अवस्था या भाव।
तुम्हारी जिंदादिली की सभी प्रशंसा करते हैं।