ଅର୍ଥ : ଜନ୍ମ ହେବାର ସମୟ ବା ସେହି ସମୟ ଯେତେବେଳେ କାହାର ଜନ୍ମ ହୋଇଥାଏ
ଉଦାହରଣ :
ନିଜଝିଅର ଜନ୍ମ ସମୟ ମୋର ମନେପଡ଼ୁନାହିଁ
ସମକକ୍ଷ : ଜନ୍ମ କାଳ, ଜନ୍ମ ସମୟ, ପ୍ରସବ କାଳ
ଅନ୍ୟ ଭାଷାରେ ଅନୁବାଦ :
The time when something begins (especially life).
They divorced after the birth of the child.