ଅର୍ଥ : ଯେଉଁ ଋତୁ ବା ମାସରେ ବର୍ଷା ହୁଏ
ଉଦାହରଣ :
କେବେ କେବେ ବର୍ଷାକାଳରେ ଏତେ ବର୍ଷା ହୁଏ ଯେ କେତେକ କ୍ଷେତ୍ରରେ ବନ୍ୟା ଆସିଯାଏ
ସମକକ୍ଷ : ଚତୁର୍ମାସ୍ୟା, ଜଳଦ କାଳ, ବର୍ଷା ଋତୁ, ବର୍ଷାକାଳ
ଅନ୍ୟ ଭାଷାରେ ଅନୁବାଦ :
Rainy season in southern Asia when the southwestern monsoon blows, bringing heavy rains.
monsoon