ଅର୍ଥ : କୌଣସି ବୀମା ପଲିସି ନିମନ୍ତେ ନିୟମିତ ସମୟ ଅନ୍ତରରେ କିସ୍ତି ଆକାରରେ ପରିଶୋଧ କରା ଯାଉଥିବା ଧନରାଶି
ଉଦାହରଣ :
ମୋର ବର୍ତ୍ତମାନ ଭାରତୀୟ ଜୀବନ ବୀମା ନିଗମର ଗୋଟିଏ ବୀମା କିସ୍ତି ପୂରଣ କରିବାର ଅଛି
ସମକକ୍ଷ : ବୀମା କିସ୍ତି
ଅନ୍ୟ ଭାଷାରେ ଅନୁବାଦ :
वह धनराशि जो किसी बीमा पालिसी के लिए एक नियमित समय पर किस्तों में भुगतानित की जाती है।
मुझे अभी भारतीय जीवन बीमा निगम की एक बीमा-किस्त भरनी है।