ଅର୍ଥ : ପୁସ୍ତକଆଦିରେ ଲେଖାଯାଇଥିବା ବିଷୟ ବସ୍ତୁ କିମ୍ବା ବିଷୟ ଦେଖିବା ବା ପଢ଼ିବାର କ୍ରିୟା
ଉଦାହରଣ :
ରାମ ବେଦ ପଠନ କରୁଛି
ଅନ୍ୟ ଭାଷାରେ ଅନୁବାଦ :
The cognitive process of understanding a written linguistic message.
His main reading was detective stories.ଅର୍ଥ : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
ଉଦାହରଣ :
ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
ସମକକ୍ଷ : ଅଧ୍ୟୟନ, ଜ୍ଞାନାର୍ଜନ, ପଠନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶିକ୍ଷା ବା ଜ୍ଞାନ ପ୍ରାପ୍ତ କରିବାପାଇଁ ଗ୍ରନ୍ଥ ଆଦିକୁ ବାରମ୍ବାର ଦେଖିବା
ଉଦାହରଣ :
ପରୀକ୍ଷା ପୂର୍ବରୁ ସେ ସବୁ ବିଷୟକୁ ଭଲ ଭାବରେ ପଢ଼ିଲା
ସମକକ୍ଷ : ଅଧ୍ୟୟନ କରିବା
ଅନ୍ୟ ଭାଷାରେ ଅନୁବାଦ :
शिक्षा या ज्ञान प्राप्त करने के लिए ग्रंथ आदि कई बार देखना।
परीक्षा से पूर्व उसने हर विषय को अच्छी तरह पढ़ा।Learn by reading books.
He is studying geology in his room.ଅର୍ଥ : କାହାକୁ ଶୁଣାଇବାପାଇଁ ଏମିତିକି ସ୍ମରଣଶକ୍ତିରୁ ବା ପୁସ୍ତକ ଆଦିରୁ ମନ୍ତ୍ର, କବିତା ଆଦି କହିବା
ଉଦାହରଣ :
ଜାନକୀ ସ୍ୱାମିଜୀଙ୍କ ସାମନାରେ ଆଦି ଶଙ୍କରାଚାର୍ୟଙ୍କ ଭଜଗୋବିନ୍ଦମ୍ ପଢ଼ିଲା
ଅନ୍ୟ ଭାଷାରେ ଅନୁବାଦ :
किसी को सुनाने के लिए या ऐसे ही स्मरणशक्ति से या पुस्तक आदि से मंत्र, कविता आदि कहना।
जाह्नवी ने आदि शंकराचार्य का भजगोविन्दम् स्वामीजी के सामने पढ़ा।ଅର୍ଥ : ଶିକ୍ଷା ଗ୍ରହଣ କରିବା
ଉଦାହରଣ :
ବିବାହ ପରେ ବି ଶିଲା ପଢ଼ୁଛି
ସମକକ୍ଷ : ପାଠ ପଢ଼ିବା, ଶିକ୍ଷାଗ୍ରହଣ କରିବା
ଅନ୍ୟ ଭାଷାରେ ଅନୁବାଦ :
Educate in or as if in a school.
The children are schooled at great cost to their parents in private institutions.ଅର୍ଥ : ଅଙ୍କିତ, ମୁଦ୍ରିତ ବା ଲିଖିତ ଚିହ୍ନ, ବର୍ଣ୍ଣ ଆଦିକୁ ଦେଖିବା କ୍ଷଣି ମନରେ ତାର ଅଭିପ୍ରାୟ, ଅର୍ଥ ଆଦି ଜାଣିବା ବା ବୁଝିବା
ଉଦାହରଣ :
ଆମେ ଯାତ୍ରା କରିବା ସମୟରେ ପତ୍ର ପତ୍ରିକା ପଢ଼ୁ
ଅନ୍ୟ ଭାଷାରେ ଅନୁବାଦ :
अंकित, मुद्रित या लिखित चिह्नों, वर्णों आदि को देखते हुए मन-ही-मन उनका अभिप्राय, अर्थ या आशय जानना और समझना।
हम यात्रा करते समय पत्र-पत्रिकाएँ पढ़ते हैं।Interpret something that is written or printed.
Read the advertisement.ଅର୍ଥ : ଲେଖାହୋଇଥିବା ଶବ୍ଦକୁ ଉଚ୍ଚାରଣ କରିବା
ଉଦାହରଣ :
ମୋହିତ ନିଜ ବାପାଙ୍କ ଚିଠି ପଢ଼ୁଅଛି
ସମକକ୍ଷ : ଉଚ୍ଚାରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
Interpret something that is written or printed.
Read the advertisement.