ଅର୍ଥ : ଯେଉଁ ଟାଇପ୍ କରାଯାଇଥିବା କାଗଜରେ ପୂରଣ କରିବାପାଇଁ କିଛି ଜାଗା ଖାଲି ଥାଏ
ଉଦାହରଣ :
ସେ ନାମଲେଖା ଫର୍ମ୍ ଟି ପୂରଣ କରୁଛି
ଅନ୍ୟ ଭାଷାରେ ଅନୁବାଦ :
वह टंकित कागज आदि जिसमें लिखने के लिए कुछ जगह खाली रहती है।
मैं नामांकन प्रपत्र भर रहा हूँ।
प्रपत्र,
फार्म,
फॉर्म
A printed document with spaces in which to write.
He filled out his tax form.
form