ଅର୍ଥ : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
ଉଦାହରଣ :
ତୁମରି ଫାନ୍ଦରେ କେହିବି ଫସିଯିବ
ସମକକ୍ଷ : କୌଶଳ, ଚାଲ୍, ଜାଲ, ଫାନ୍ଦ
ଅନ୍ୟ ଭାଷାରେ ଅନୁବାଦ :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।ଅର୍ଥ : ଦଉଡ଼ିରେ ତିଆରି ହୋଇଥିବ ଗଣ୍ଡା ଯାହାଦ୍ୱାରା ଜୀବଜନ୍ତୁ ବନ୍ଧାହୁଅନ୍ତି କିମ୍ବା କଷି ହୋଇ ବାଂଧି ଦେଲେ ମରିଯାଆନ୍ତି
ଉଦାହରଣ :
ଶିକାରୀ ଠେକୁଆକୁ ଫାଶରେ ବାନ୍ଧି ଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଫାଶଭଳି ରସିକୁ ଫିଙ୍ଗି ପଶୁଙ୍କୁ ଅକ୍ତିଆର କରାଯାଏ
ଉଦାହରଣ :
ଶିକାରୀ ଫାଶ ଧରି ଜଙ୍ଗଲରେ ବୁଲୁଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ
ଉଦାହରଣ :
ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
ଅନ୍ୟ ଭାଷାରେ ଅନୁବାଦ :