ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରଙ୍ଗରସ ଅବା ସୁଖଭୋଗରେ ଉପୁଜୁଥିବା ବାଧାବିଘ୍ନ
ଉଦାହରଣ : ଦୁର୍ଘଟଣା ଯୋଗୁଁ ଉତ୍ସବ ଫିକା ପଡିଗଲା
ସମକକ୍ଷ : ନିରାନନ୍ଦ
ଅନ୍ୟ ଭାଷାରେ ଅନୁବାଦ :हिन्दी
रंग या सुख-भोग में होने वाली बाधा।
ଅର୍ଥ : ଯେ ତେଜରେ କମ୍ ବା ଯାହାର ତେଜ ନାହିଁ
ଉଦାହରଣ : ସବୁବେଳେ ଚିନ୍ତିତ ରହିବା କାରଣରୁ ଯୌବନରେ ମଧ୍ୟ ସେ ନିସ୍ତେଜ ଦିଶୁଛି
ସମକକ୍ଷ : ତେଜହୀନ, ନିସ୍ତେଜ, ପ୍ରଭାହୀନ, ମଳିନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो तेज से हीन हो या जिसमें तेज न हो।
Abnormally deficient in color as suggesting physical or emotional distress.
ଅର୍ଥ : ଯାହା ଚକଚକିଆ ନୁହେଁ
ଉଦାହରଣ : ବିଧବାମାନଙ୍କୁ ଫିକା ରଙ୍ଗର ଲୁଗା ପିନ୍ଧା ଯାଇଥାଏ
ସମକକ୍ଷ : ଫିକା ରଙ୍ଗ, ସାଧା
जो चटकीला या शोख न हो।
ସଂସ୍ଥାପନ କରନ୍ତୁ