ଅର୍ଥ : କ୍ୟାମେରାରେ ପ୍ଲାଷ୍ଟିକର ପତଳା ରିଲ୍ ପକାଇ ଉଠାଯାଉଥିବା ଫଟୋ
ଉଦାହରଣ :
ଆଜି ମୁଁ ଫିଲ୍ମ ଧୋଇବାକୁ ଦେଲି
ଅନ୍ୟ ଭାଷାରେ ଅନୁବାଦ :
Photographic material consisting of a base of celluloid covered with a photographic emulsion. Used to make negatives or transparencies.
film, photographic film