ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଅବସ୍ଥାରେ କେତେକ ବସ୍ତୁ ବା ବିଷୟ ବାରମ୍ବାର ବ୍ୟବହାରରେ ଆସେ କିମ୍ବା ପ୍ରଚଳିତ ରହେ
ଉଦାହରଣ : ଆଜିକାଲି ସହରମାନଙ୍କରେ ପଶ୍ଚିମୀ ବସ୍ତ୍ରର ପ୍ରଚଳନ ବଢ଼ୁଛି
ସମକକ୍ଷ : ଚଳନ, ପ୍ରଚଳନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह अवस्था जिसमें कोई वस्तु या बात बराबर व्यवहार में आती या चलती रहती है।
The popular taste at a given time.
ସଂସ୍ଥାପନ କରନ୍ତୁ