ଅର୍ଥ : ଅସାବଧାନତା ବା ଭୁଲ ଯୋଗୁଁ କୌଣସି ଜିନିଷ କେଉଁଠି ଛାଡ଼ିଦେବା ବା ପକେଇଦେବା
ଉଦାହରଣ :
କେଜାଣି କୋଉଠି ରମେଶ ଚାରିଶହ ଟଙ୍କା ପକେଇଦେଲା
ସମକକ୍ଷ :
ପକେଇଦେବା, ହଜେଇଦେବା
ଅନ୍ୟ ଭାଷାରେ ଅନୁବାଦ :
असावधानी या भूल से कोई चीज़ कहीं छोड़ या गिरा देना।
पता नहीं कहाँ रमेश ने चार सौ रुपए फेंक दिए।
गिराना,
फेंकना