ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲୁହାରେ କଣା କରିବାପାଇଁ ବ୍ୟବହାର କରାଯାଉଥିବା ଛେଣି
ଉଦାହରଣ : କମାର ଫୋଡ଼ଣୀରେ ଲୁହା ଖଣ୍ଡକୁ କଣା କରୁଛି
ସମକକ୍ଷ : ବେଧନୀ, ମୁନା
ଅନ୍ୟ ଭାଷାରେ ଅନୁବାଦ :हिन्दी
लोहे में छेद करने की छेनी।
ଅର୍ଥ : ଗୋଟିଏ ପ୍ରକାର ସିଲାଇ ଯନ୍ତ୍ର
ଉଦାହରଣ : ଜୋତା,ଚପଲ ଆଦି ସିଲେଇପାଇଁ ଫୋଡ଼ଣୀ କାମରେ ଆସେ
एक प्रकार का सूआ।
ସଂସ୍ଥାପନ କରନ୍ତୁ