ଅର୍ଥ : ସେହି ଜୈବିକ ପ୍ରକ୍ରିୟା ଅନ୍ତର୍ଗତ କୌଣସି ମାତା ପିତାଙ୍କ ଆନୁବଂଶିକ ଗୁଣ ସେମାନଙ୍କ ସନ୍ତାନମାନେ ଉତ୍ତରାଧିକାର ସୂତ୍ରରେ ପାଇଥାନ୍ତି
ଉଦାହରଣ :
ଗ୍ରେଗର୍ ଜାନ୍ ମେଣ୍ଡଲ୍ ଆନୁବଂଶିକତାର ଜନକ ଥିଲେ
ସମକକ୍ଷ : ଆନୁବଂଶିକତା, ବଂଶାନୁକ୍ରମିକତା
ଅନ୍ୟ ଭାଷାରେ ଅନୁବାଦ :
वह जैविक प्रक्रिया जिसके अंतर्गत किसी माता-पिता के आनुवंशिक गुण उनकी संतानों में आ जाते हैं।
ग्रेगर जान मेंडल आनुवंशिकता के जनक थे।The biological process whereby genetic factors are transmitted from one generation to the next.
heredity