ଅର୍ଥ : ନିଆଁରେ କୌଣସି ବସ୍ତୁ ଆଦିକୁ ବଙ୍କାକରିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
କୃଷକ ତା ସ୍ତ୍ରୀ ଦ୍ୱାରା ନିଆଁଆଞ୍ଚରେ କାଠ ବଙ୍କାଉଛି
ସମକକ୍ଷ : ନୁଆଁଇବା, ବକ୍ର କରାଇବା, ମୋଡାଇବା
ଅନ୍ୟ ଭାଷାରେ ଅନୁବାଦ :
आग में किसी वस्तु आदि को झोंकने का काम किसी और से कराना।
किसान अपनी पत्नी से गुलवर में लकड़ी झोंकवा रहा है।ଅର୍ଥ : ନଇଁବାପାଇଁ ପ୍ରବୃତ୍ତକରିବା
ଉଦାହରଣ :
ନିଜେ ତ ମୋତେ ନୁଆଁଇ ପାରିଲାନାହିଁ,ଏବେ ଅନ୍ୟମାନଙ୍କଦ୍ୱାରା ନୁଆଁଇବାକୁ ଚାହୁଁଛି
ସମକକ୍ଷ : ନତକରାଇବା, ନମ୍ରକରାଇବା, ନୁଆଇଁବା
ଅନ୍ୟ ଭାଷାରେ ଅନୁବାଦ :