ଅର୍ଥ : ଗୋଟିଏ ପ୍ରକାର ଆମ୍ବ
ଉଦାହରଣ :
ଭାଇ କାଲି ବଜାରରୁ ବଙ୍ଗଲୋରା ଆମ୍ବ ଆଣିଥିଲେ
ସମକକ୍ଷ : ବଙ୍ଗଲୋରା ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large oval tropical fruit having smooth skin, juicy aromatic pulp, and a large hairy seed.
mangoଅର୍ଥ : ବଙ୍ଗଲୋରା ଆମ୍ବର ଗଛ
ଉଦାହରଣ :
ଏହି ବଙ୍ଗଲୋରା ଆମ୍ବଗଛରେ ଏପର୍ଯ୍ୟନ୍ତ ବଉଳ ଆସି ନାହିଁ
ସମକକ୍ଷ : ବଙ୍ଗଲୋରା ଆମ୍ବଗଛ, ବଙ୍ଗଲୋରା ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango tree