ଅର୍ଥ : ବଜେଟ ସହ ସମ୍ବନ୍ଧିତ
ଉଦାହରଣ :
କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ସହ ସଂଯୁକ୍ତ ବଜେଟୀୟ ଅଭାବର ସୀମା ଉପରେ କଟକଣା ଲାଗିବା ଦରକାର
ସମକକ୍ଷ : ଅଟକଳର, ଆୟବ୍ୟୟଜନିତ
ଅନ୍ୟ ଭାଷାରେ ଅନୁବାଦ :
बजट से संबंधित।
केंद्रीय और राज्य सरकारों के संयुक्त बजटीय घाटे की सीमा पर रोक लगनी चाहिए।