ଅର୍ଥ : ବତିଶ ପ୍ରକାରର ମସଲା ପକାଇ ପ୍ରସ୍ତୁତ କରାଯାଇଥିବା ଏକ ପ୍ରକାରର ମିଠେଇ
ଉଦାହରଣ :
ଗୀତା ବତିଶା ଖାଉଛି
ସମକକ୍ଷ : ବତିଶା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ବାଣ
ଉଦାହରଣ :
ପିଲାମାନେ ପଡିଆରେ ବତିଶା ଫିଙ୍ଗୁଛନ୍ତି
ସମକକ୍ଷ : ବତିଶା
ଅନ୍ୟ ଭାଷାରେ ଅନୁବାଦ :
Firework consisting of a small explosive charge and fuse in a heavy paper casing.
banger, cracker, firecracker