ଅର୍ଥ : ଛୋଟମାନଙ୍କଠାରେ ଅତ୍ୟନ୍ତ ସ୍ନେହ ଓ କୃପାଥିବା ବ୍ୟକ୍ତି
ଉଦାହରଣ :
ଭଗବାନଙ୍କୁ ଭକ୍ତ ବତ୍ସଳ କୁହାଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସନ୍ତାନ ସ୍ନେହରେ ଭରା
ଉଦାହରଣ :
ପୁତ୍ର ବତ୍ସଳ ଦଶରଥ ରାମଙ୍କ ବିୟୋଗରେ ପ୍ରାଣତ୍ୟାଗ କଲେ
ଅନ୍ୟ ଭାଷାରେ ଅନୁବାଦ :