ଅର୍ଥ : ମିଥ୍ୟା କହିବା ବା କଳଙ୍କ ବୋଳିବାର କାର୍ଯ୍ୟ
ଉଦାହରଣ :
କୁତ୍ସାରଟନା ଠାରୁ ଦୂରେଇ ରୁହ
ସମକକ୍ଷ : କୁତ୍ସାରଟନା, ଦୋଷାରୋପ, ମିଥ୍ୟାରୋପ
ଅନ୍ୟ ଭାଷାରେ ଅନୁବାଦ :
An abusive attack on a person's character or good name.
aspersion, calumny, defamation, denigration, slanderଅର୍ଥ : ଯାହାଙ୍କୁ ଲୋକେ ଖରାପ କହନ୍ତି ବା ଯାହାକୁ କୁଖ୍ୟାତି ମିଳିଛି
ଉଦାହରଣ :
ବୀରପ୍ପନ ଜଣେ କୁଖ୍ୟାତ ଅପରାଧୀ ସେ ନିଜ କାମ ଯୋଗୁଁ ସମାଜରେ ବଦନାମ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
जिसे लोग बुरा कहते हों या जिसे कुख्याति मिली हो।
वीरप्पन एक कुख्यात अपराधी है।