ଅର୍ଥ : କାହାରି ଜାଗା ନେବା ବା ତା ସମତୁଲ ବା ସମାନ ହେବା
ଉଦାହରଣ :
ଏକ ଟଙ୍କା ଶହେ ପଇସା ସହିତ ସମାନ ଏକ ଟଙ୍କା ଏକ ଡଲାର ସହିତ ସମାନ ନୁହଁ
ସମକକ୍ଷ : ସମତୁଲ୍ୟ ହେବା, ସମାନ ହେବା
ଅନ୍ୟ ଭାଷାରେ ଅନୁବାଦ :
* किसी की जगह लेना या उसके समतुल्य या बराबर होना।
एक रुपया सौ पैसे के बराबर होता है।Take the place of or be parallel or equivalent to.
Because of the sound changes in the course of history, an `h' in Greek stands for an `s' in Latin.