ଅର୍ଥ : କୌଣସି ଉଦ୍ଭିଦର ସ୍ତ୍ରୀକେଶରର ସଂକୀର୍ଣ୍ଣ ଲମ୍ବା ଭାଗ
ଉଦାହରଣ :
ବର୍ତ୍ତିକାର ଅଗ୍ରଭାଗକୁ ବର୍ତ୍ତିକାଗ୍ର କୁହାଯାଏ
ଅନ୍ୟ ଭାଷାରେ ଅନୁବାଦ :
(botany) the narrow elongated part of the pistil between the ovary and the stigma.
styleଅର୍ଥ : ଦୀପରେ ରଖି ଜଳାଯାଉଥିବା ତୁଳା ବା ସୂତାରେ ତିଆରି ଲମ୍ବା ବଳଣା
ଉଦାହରଣ :
ମା ଦୀପରୁଖାର ସଳିତାକୁ ତେଜୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :