ଅର୍ଥ : ବାଦଲରୁ ଜଳ ତଳେ ପଡ଼ିବା
ଉଦାହରଣ :
ଇନ୍ଦ୍ର ନିଜର ବଳ ଦେଖେଇବାପାଇଁ ଖୁବ ଜଳ ବୃଷ୍ଟିକଲେ
ସମକକ୍ଷ : ବର୍ଷାକରିବା, ବୃଷ୍ଟିକରିବା
ଅନ୍ୟ ଭାଷାରେ ଅନୁବାଦ :
बादल से जल नीचे गिराना।
इन्द्र ने अपनी ताकत दिखाने के लिए खूब पानी बरसाया।ଅର୍ଥ : ବର୍ଷା ଜଳ ପରି ଉପରୁ ବା ଇଆଡ଼ୁସିଆଡ଼ୁ ନିରନ୍ତର ଅଧିକ ମାତ୍ରାରେ କୌଣସି ବସ୍ତୁ ଆଦି ପକେଇବା
ଉଦାହରଣ :
ଛବିଶ ଜାନୁଆରୀ ଦିନ ହେଲିକ୍ୟାପଟରରୁ ଫୁଲ ବର୍ଷାକରାଗଲା
ସମକକ୍ଷ : ବର୍ଷା କରିବା, ବର୍ଷେଇବା
ଅନ୍ୟ ଭାଷାରେ ଅନୁବାଦ :
वर्षा के जल के समान ऊपर या इधर-उधर से निरन्तर अधिक मात्रा में कोई वस्तु आदि गिराना।
छब्बीस जनवरी के दिन हेलिकाप्टर ने फूल बरसाये।