ଅର୍ଥ : ଗୋଇଠିଉପରେ ଏବଂ ପେଣ୍ଡାତଳେ ବାହାରିଥିବା ହାଡ଼ର ଗଣ୍ଠି
ଉଦାହରଣ :
ଚାଲୁଚାଲୁ ହଠାତ୍ ମୋ ଡାହାଣ ବଳାଗଣ୍ଠିରେ ଯନ୍ତ୍ରଣା ଆରମ୍ଭ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
एड़ी के ऊपर और पिंडली के नीचे निकली हुई हड्डी की गाँठ।
चलते-चलते अचानक मेरे दाहिने टखने में दर्द शुरू हो गया।A gliding joint between the distal ends of the tibia and fibula and the proximal end of the talus.
ankle, ankle joint, articulatio talocruralis, mortise joint