ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସନ୍ତା ଶୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସନ୍ତା ଶୁଆ   ବିଶେଷ୍ୟ

ଅର୍ଥ : ଯେଉଁ ପକ୍ଷୀର ସାରା ଦେହ ଶାଗୁଆ ରଙ୍ଗର ଏବଂ ମୁଣ୍ଡରୁ କଣ୍ଠ ପର୍ଯ୍ୟନ୍ତ ଭାଗ ଲାଲ ରଙ୍ଗର ହୋଇଥାଏ

ଉଦାହରଣ : ବସନ୍ତା ଶୁଆର ଥଣ୍ଟ ଏବଂ ପର ଛୋଟ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक पक्षी जिसका सारा शरीर हरे रंग का और सिर से लेकर कंठ तक का भाग लाल रंग का होता है।

बसंता की चोंच और पंख छोटे होते हैं।
बसंता, वसंता