ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସ୍ତୁତପ୍ରେକ୍ଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସ୍ତୁତପ୍ରେକ୍ଷା   ବିଶେଷ୍ୟ

ଅର୍ଥ : ସାହିତ୍ୟରେ ଉତ୍‌ପ୍ରେକ୍ଷାର ଏକ ଭେଦ ଯେଉଁଥିରେ କୌଣସି ଉପମେୟ ବସ୍ତୁରେ ଉପମାନ ବସ୍ତୁର କାର୍ଯ୍ୟ ବା ଗୁଣର କଳ୍ପନା କରାଯାଇଥାଏ

ଉଦାହରଣ : ବସ୍ତୁତପ୍ରେକ୍ଷାରେ ମାନେ, ଜାନେଆଦି ବା ଏହି ବାଚକ ଅନ୍ୟ ଶବ୍ଦ ରଖାଯାଇଥାଏ

ସମକକ୍ଷ : ବସ୍ତୁ-ଉତପ୍ରେକ୍ଷା ଅଳଙ୍କାର, ବସ୍ତୁ-ଉତ୍‌ପ୍ରେକ୍ଷା, ବସ୍ତୁତପ୍ରେକ୍ଷା ଅଳଙ୍କାର


ଅନ୍ୟ ଭାଷାରେ ଅନୁବାଦ :

साहित्य में उत्प्रेक्षा का एक भेद जिसमें किसी उपमेय वस्तु में उपमान वस्तु के कार्य या गुण की कल्पना की जाती है।

वस्तूत्प्रेक्षा में मानो,जानो आदि या इनके वाचक दूसरे शब्द रखे जाते हैं।
वस्तूत्प्रेक्षा, वस्तूत्प्रेक्षा अलंकार, वस्तूत्प्रेक्षालंकार