ଅର୍ଥ : ଉତ୍ତର ଆମେରିକାର ଏକ ଦେଶ
ଉଦାହରଣ :
ଯେ କୌଣସି ଭାରତୀୟ ଉଦ୍ୟୋଗପତି ଫୋନରେ ବହାମାସରେ କାଳ୍ପନିକ କମ୍ପାନୀ ଖୋଲାଇପାରେ
ସମକକ୍ଷ : ବହାମା, ବାହାମା, ବାହାମାସ
ଅନ୍ୟ ଭାଷାରେ ଅନୁବାଦ :
उत्तरी अमरीका का एक द्वीपीय देश।
बहामास में सैर करने के लिए सर्दियों में जाना चाहिए।