ଅର୍ଥ : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
ଉଦାହରଣ :
ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
ସମକକ୍ଷ : ବହି, ଲେଖାବହି, ହିସାବ ବହି, ହିସାବଖାତା
ଅନ୍ୟ ଭାଷାରେ ଅନୁବାଦ :
A record in which commercial accounts are recorded.
They got a subpoena to examine our books.