ଅର୍ଥ : ବାଂଲାଦେଶ ନିବାସୀ
ଉଦାହରଣ :
ଲୋକମାନେ ଭାରତରେ ଥିବା ବାଂଲାଦେଶୀ ମାନଙ୍କୁ ଫେରିଯିବାପାଇଁ ଦାବୀ କରୁଛନ୍ତି
ସମକକ୍ଷ : ବାଂଲାଦେଶବାସୀ
ଅନ୍ୟ ଭାଷାରେ ଅନୁବାଦ :
बंगलादेश में रहनेवाला व्यक्ति।
लोग भारत में बसे बंगलादेशियों को वापस भेजने की माँग कर रहे हैं।A native or inhabitant of Bangladesh.
bangladeshiଅର୍ଥ : ବାଂଲାଦେଶସହ ସମ୍ବନ୍ଧିତ ବା ବାଂଲାଦେଶର
ଉଦାହରଣ :
ବକ୍ସିଜୀ ନିଜ ବାଂଲାଦେଶୀ ଭାଈଙ୍କୁ ଭେଟିବାକୁ ଯାଇଛନ୍ତି
ସମକକ୍ଷ : ବାଂଲାଦେଶ ସମ୍ବନ୍ଧିତ
ଅନ୍ୟ ଭାଷାରେ ଅନୁବାଦ :
बंगलादेश से संबंधित या बंगला देश का।
बख़्शीजी अपने बंगलादेशी भाई से मिलने गए हैं।Of or relating to or characteristic of Bangladesh or its people or language.
Bangladeshi dialects.