ଅର୍ଥ : ପତ୍ରକୁ ହିଁ ବିଶେଷ ପ୍ରକାରରେ ସିଲାଇକରି ନିଜର ବସା ତିଆରି କରୁଥିବା ଏକ ପ୍ରକାରର ପକ୍ଷୀ
ଉଦାହରଣ :
ମୋ ବଗିଚାରେ ବାଇଚଢ଼େଇ ନିଜର ବସା କରିଛି
ସମକକ୍ଷ : ଦର୍ଜୀପକ୍ଷୀ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का पक्षी जो पत्तों को ही विशेष प्रकार से सीकर अपना घोंसला बनाता है।
मेरे बाग में दर्जी ने अपना घोंसला बना रखा है।Tropical Asian warbler that stitches leaves together to form and conceal its nest.
orthotomus sutorius, tailorbird