ଅର୍ଥ : ବ୍ୟାକରଣର ନିୟମ ଅନୁସାରେ କ୍ରମରେ ଥିବା ଯେଉଁ ସାର୍ଥକ ଶବ୍ଦସମୂହଦ୍ୱାରା କାହାରି ବିଷୟରେ ନିଜର ଅଭିପ୍ରାୟ ପ୍ରକଟ କରାଯାଇଥାଏ
ଉଦାହରଣ :
ଏହି ଲେଖାର ପ୍ରଥମ ବାକ୍ୟରେ ହିଁ କିଛି ତୃଟି ରହିଛି
ଅନ୍ୟ ଭାଷାରେ ଅନୁବାଦ :
A string of words satisfying the grammatical rules of a language.
He always spoke in grammatical sentences.ଅର୍ଥ : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
ଉଦାହରଣ :
ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
ଅନ୍ୟ ଭାଷାରେ ଅନୁବାଦ :
(language) communication by word of mouth.
His speech was garbled.