ଅର୍ଥ : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା
ଉଦାହରଣ :
ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି
ସମକକ୍ଷ : ବିଘ୍ନ, ବ୍ୟତିକ୍ରମ, ବ୍ୟାଘାତ
ଅନ୍ୟ ଭାଷାରେ ଅନୁବାଦ :
Some abrupt occurrence that interrupts an ongoing activity.
The telephone is an annoying interruption.ଅର୍ଥ : ଆଘାତର ଲାକ୍ଷଣିକ ପ୍ରୟୋଗ
ଉଦାହରଣ :
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
ଅନ୍ୟ ଭାଷାରେ ଅନୁବାଦ :
A figurative injury (to your feelings or pride).
He feared that mentioning it might reopen the wound.ଅର୍ଥ : କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା
ଉଦାହରଣ :
ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍
ସମକକ୍ଷ : ଅନୈକ୍ୟ, ଅସମ୍ମତି, ଆପତ୍ତି, ବିରୋଧ, ବିରୋଧିତା
ଅନ୍ୟ ଭାଷାରେ ଅନୁବାଦ :
किसी काम या बात के अनुचित, अव्यावहारिक, नीति-विरुद्ध या हानिकारक जान पड़ने पर उसे रोकने के उद्देश्य से कही जानेवाली विरोधी बात।
अच्छा काम करने में किसी को आपत्ति नहीं होनी चाहिए।The speech act of objecting.
objectionଅର୍ଥ : ପାରସ୍ପରିକ ବିବାଦ ଯୋଗୁଁ ଯେତେବେଳେ ଦୁଇ ପକ୍ଷ ନିଜ କଥାରେ ଅଟଳ ରହିବା ହେତୁ କୌଣସି ବୁଝାମଣା ବା ସମାଧାନର ମାର୍ଗ ମିଳି ନ ଥାଏ
ଉଦାହରଣ :
କେହି ଜଣେ ନତମସ୍ତକ ନ ହେଲେ ତ ପ୍ରତିବନ୍ଧକ ଦୂର ହେବ ନାହିଁ
ସମକକ୍ଷ : ପ୍ରତିବନ୍ଧକ
ଅନ୍ୟ ଭାଷାରେ ଅନୁବାଦ :
Drawing position in chess: any of a player's possible moves would place his king in check.
stalemateଅର୍ଥ : ନିଶା ଛାଡ଼ି ଯିବା ସମୟର ଥକା
ଉଦାହରଣ :
ବାଧା କାରଣରୁ ସେ ଉଠି ପାରୁନି
ସମକକ୍ଷ : ଥକା
ଅନ୍ୟ ଭାଷାରେ ଅନୁବାଦ :
A temporary state resulting from excessive consumption of alcohol.
drunkenness, inebriation, inebriety, insobriety, intoxication, tipsinessଅର୍ଥ : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା
ଉଦାହରଣ :
ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ
ସମକକ୍ଷ : ପ୍ରତିରୋଧ, ବିରୋଧ, ବ୍ୟାଘାତ
ଅନ୍ୟ ଭାଷାରେ ଅନୁବାଦ :
अपने सहयोगी श्रमजीवियों को काम करने से रोकने की क्रिया।
एक श्रमिक नेता के समावरोधन के कारण आज कार्यालय में काम नहीं हुआ।ଅର୍ଥ : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ଉଦାହରଣ :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ସମକକ୍ଷ : ଅବରୋଧ, ନିରୋଧ, ବନ୍ଦ, ବିରୋଧ
ଅନ୍ୟ ଭାଷାରେ ଅନୁବାଦ :
Any structure that makes progress difficult.
impediment, impedimenta, obstructer, obstruction, obstructor